ଓ୍ବାଶିଂଟନ/ନୂଆଦିଲ୍ଲୀ,୫।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଠକେଇରେ ପଳାତକ ଘୋଷିତ ନୀରବ ମୋଦିଙ୍କ ଭାଇ ନିହଲ ମୋଦିଙ୍କୁ ଆମେରିକାରେ ଗିରଫ କରାଯାଇଛି। ଆମେରିକୀୟ ଅଧିକାରୀମାନେ ଭାରତ ସରକାରଙ୍କୁ ସୂଚନା…