ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶର ଇନ୍ଦୋରର ମହାରାଜା ଯଶବନ୍ତରାଓ ହସ୍ପିଟାଲରେ (MYH) ମୂଷା କାମୁଡ଼ାରେ ୨ ଦିନ ମଧ୍ୟରେ ଦୁଇ ନବଜାତଶିଶୁର ମୃତ୍ୟୁ ହୋଇଛି। ଖଣ୍ଡବାରୁ ଆସିଥିବା ଏକ ଶିଶୁକନ୍ୟା…