ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ୫ ଖେଳାଳିଙ୍କ ଖର୍ଚ୍ଚ ବହନ କରିବେ ଶୁବମନ ଗିଲ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
ନୂଆଦିଲ୍ଲୀ,୧୭।୧୦: ଭାରତର ଦିନିକିଆ (ODI) ଏବଂ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ, ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଏପରି କିଛି କରିବାକୁ ଯାଉଛନ୍ତି ଯାହା ବୋଧହୁଏ ପୂର୍ବରୁ ଅନ୍ୟ କୌଣସି ଭାରତୀୟ ଅଧିନାୟକ କରିନାହାନ୍ତି: ସେ ନିଜ ଖର୍ଚ୍ଚରେ ପାଞ୍ଚ ଜଣ ଖେଳାଳିଙ୍କ…

