ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୨% ବୃଦ୍ଧି, ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ଟ୍ରେଜେରୀକୁ ଆସିଲାଣି ୧୦.୬୦ ଲକ୍ଷ କୋଟି ନୂଆଦିଲ୍ଲୀ,୧୦/୧୧: ଚଳିତ ଆର୍ଥିକ ବର୍ଷରେ ୨୦୨୩-୨୪ ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି। ଏପ୍ରିଲ ୧ ରୁ ନଭେମ୍ବର ୯, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୦.୬୦ ଲକ୍ଷ କୋଟି ଟଙ୍କା ହୋଇଛି। ଚଳିତ...