ନୂଆଦିଲ୍ଲୀ,୨୮ା୧୧: ହ୍ୱାଇଟ୍ ହାଉସ୍ ନିକଟରେ ବୁଧବାର ଘଟିଥିବା “ଲକ୍ଷ୍ୟଭେଦୀ ଗୁଳିକାଣ୍ଡ”ରେ ଆହତ ହୋଇଥିବା ଦୁଇ ୱେଷ୍ଟ୍ ଭର୍ଜିନିଆ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି।…