ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ… ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ ଧରିବା ପରେ, ସ୍ଥାନୀୟ ମନ୍ଦିରରେ ଉଭୟଙ୍କର ବାହାଘର କରାଇ ଦେଇଛନ୍ତି। ଏହି ନିଆରା…