କୁଳିଅଣା,୧୫ା୩(ଗୋପୀନାଥ ବେହେରା):ମୟୂରଭଞ୍ଜ ଜିଲା ଚାନ୍ଦୁଆଥାନା ଅଧିନସ୍ଥ ଟଙ୍ଗାଶୋଳ ଗ୍ରାମରେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ନିଜ ସ୍ତ୍ରୀକୁ ଜୀବନରୁ ମାରିଦେଲେ ରାକ୍ଷସ ସ୍ବାମୀ।…