ନୂଆଦିଲ୍ଲୀ,୨୫ା୧୧: ଏୟାର ଇଣ୍ଡିଆର ୧୧ଟି ବିମାନ ବାତିଲ କରାଯାଇଛି। ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏୟାର ଇଣ୍ଡିଆ ଏପରି ବଡ଼ ନିଷ୍ପତ୍ତି ନେଇଛି।…