କୋଲକାତା,୪ା୫: ଇଣ୍ଡିଆନ୍ ସୁପର ଲିଗ(ଆଇଏସ୍ଏଲ୍)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି ଏଫ୍ସି।…