ପୁରୁଷୋତ୍ତମପୁର,୨୬ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମ ପୁଣି ଅଶାନ୍ତ ହୋଇଉଠିଛି। ଦୀର୍ଘଦିନ ହେଲା ଏଠାରେ ବିଭିନ୍ନ କରଣକୁ ନେଇ ବିବାଦ ଲାଗିରହିଛି।…