ଖାତାରେ ସର୍ବନିମ୍ନ ବାଲାନ୍ସ ନ ରଖିବାରୁ ୮.୫୦୦ କୋଟି ଟଙ୍କା ଜରିମାନା ଆଦାୟ ନୂଆଦିଲ୍ଲୀ,୨ା୮: ସର୍ବନିମ୍ନ ବାଲାନ୍ସ ନ ରଖିବାରୁ ବିଭିନ୍ନ ସରକାରୀ ବ୍ୟାଙ୍କ ସାଧାରଣ ଲୋକମାନଙ୍କ ଠାରୁ ଗତ ପାଞ୍ଚ ବର୍ଷରେ ୮.୫୦୦ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଏହି ଜୋରିମାନା ନ ରଖିବାକୁ ଘୋଷଣା କରିବା...