ଶ୍ରୀଲଙ୍କା, ମରିସସରେ ଆରମ୍ଭ ହେଲା ଭାରତର ୟୁପିଆଇ ସେବା ନୂଆଦିଲ୍ଲୀ,୧୨।୨: ଶ୍ରୀଲଙ୍କା ଏବଂ ମରିସସରେ ଭାରତ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବାକୁ ସଫଳତାର ସହ ଆରମ୍ଭ କରିଛି। ଏହା ସହିତ, ଏହି ପଦକ୍ଷେପର ଅଂଶ ଭାବରେ ମରିସସରେ ରୁପେ କାର୍ଡ ସେବା ଆରମ୍ଭ କରାଯାଇଛି। ଶ୍ରୀଲଙ୍କାରେ ପ୍ରଥମ...