ଇସଲାମାବାଦ,୨୪।୧: ପାକିସ୍ତାନର ମୌଲାନା ମହମ୍ମଦ ଅଲି ମିର୍ଜା ଆଜିକାଲି ପାକିସ୍ତାନ ସରକାରଙ୍କ ବିରୋଧରେ କହୁଛନ୍ତି। କିନ୍ତୁ ଏଥର, ସେ ପାକିସ୍ତାନକୁ କଟାକ୍ଷ କରି ଯାହା କହିଛନ୍ତି, ତାହା…