Man Rape Two Daughter

ଦୁଇ ନାବାଳିକା ଝିଅଙ୍କୁ ୫ ବର୍ଷ ଧରି ବଳାତ୍କାର କରିଥିବା ଅଭିଯୋଗରେ ବାପା ଗିରଫ

ଜୟପୁର,୨୭ା୬: ଜୟପୁରରେ ଜଣେ ବ୍ୟକ୍ତିଙ୍କୁ ନିଜର ଦୁଇ ନାବାଳିକା ଝିଅଙ୍କୁ ପ୍ରାୟ ୫ ବର୍ଷ ଧରି ବଳାତ୍କାର କରିଥିବା ଅଭିଯୋଗରେ ଗୁରୁବାର ଗିରଫ କରାଯାଇ ଜେଲ୍‌କୁ ପଠାଯାଇଛି।…

6 months ago