Man Kills Daughter

ବଏଫ୍ରେଣ୍ଡ ସହିତ ଘରୁ ଫେରାର ହୋଇଯାଇଥିଲେ, ରାଗରେ ଝିଅକୁ ହତ୍ୟା କଲେ ବାପା

ପାଟନା,୧୦।୪: ବଏଫ୍ରେଣ୍ଡ ସହିତ ଘରଛାଡ଼ି ଫେରାର ହୋଇଯିବାରୁ ଝିଅକୁ ହତ୍ୟା କଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ସମସ୍ତିପୁର ଅଂଚଳରେ। ୨୫ ବର୍ଷୀୟ ସାକ୍ଷୀ…

8 months ago