Man Dies After Drinking

୧୦,୦୦୦ ଟଙ୍କାର ବାଜି ପାଇଁ ୫ ବୋତଲ ମଦ ପିଇ ଜୀବନ ହାରିଲେ ୨୧ ବର୍ଷୀୟ ଯୁବକ

ବେଙ୍ଗାଲୁରୁ,୧ା୫: କର୍ଣ୍ଣାଟକର ଜଣେ ୨୧ ବର୍ଷୀୟ ଯୁବକ ତାଙ୍କ ସାଙ୍ଗମାନଙ୍କ ସହ ୧୦,୦୦୦ ଟଙ୍କାର ବାଜି ରଖି ୫ ବୋତଲ ମଦ ପିଇବା ପରେ ମୃତ୍ୟୁବରଣ କରିଛନ୍ତି।…

8 months ago