Maduro

ମାଦୁରୋଙ୍କ ପରି ସମାନ ଅବସ୍ଥା ହେବ ପୁଟିନଙ୍କର? ଜାଣନ୍ତୁ କିଏ କାହିଁ କହିଲେ ଏମିତି

କ୍ୱିଭ,୪।୧: ଆମେରିକା ଦ୍ୱାରା ଭେନେଜୁଏଲାର ବହିଷ୍କୃତ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ନାଟକୀୟ ଗିରଫଦାରୀ ପରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

4 weeks ago