ମା’ ଗଙ୍ଗାଦେବୀ ପୀଠରେ ଯାତ୍ରା ଆରମ୍ଭ, ଗ୍ରାମ୍ୟ ପରିକ୍ରମା ପରେ ଦ୍ୱାର ଭୋଗ ଖାଇ…
ଗଞ୍ଜାମ,୨୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ନିକଟରେ ଅବସ୍ଥିତ ପ୍ରସିଦ୍ଧ ମା’ ଗଙ୍ଗା ଦେବୀଙ୍କ ପୀଠରେ ପବିତ୍ର ଦଶହରା ଅବସରରେ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ମଙ୍ଗଳବାର ବିଳମ୍ବିତ ରାତିରେ ମା’ଙ୍କୁ ବାଦ୍ୟବାଜଣା ବଜାଇ…

