maa durga puja in padmapur

ଅଞ୍ଚଳରେ ଅପରାଧ ନ ଘଟିବା ପାଇଁ ମା’ ଦୁର୍ଗାଙ୍କୁ ଆରାଧନା କଲେ ପୋଲିସ କର୍ମଚାରୀ

ପଦ୍ମପୁର,୨୧ା୧୦(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାର ପଦ୍ମପୁର ଥାନାରେ ବିଜୟା ଦଶମୀ ଓ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ…

3 hours ago