ଅଞ୍ଚଳରେ ଅପରାଧ ନ ଘଟିବା ପାଇଁ ମା’ ଦୁର୍ଗାଙ୍କୁ ଆରାଧନା କଲେ ପୋଲିସ କର୍ମଚାରୀ
ପଦ୍ମପୁର,୨୧ା୧୦(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାର ପଦ୍ମପୁର ଥାନାରେ ବିଜୟା ଦଶମୀ ଓ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ ଥାନାକୁ ବିଭିନ୍ନ ରଙ୍ଗର ରଙ୍ଗୋଲି, ଫୁଲ, ବେଲୁନ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।…

