ପ୍ରସିଦ୍ଧ ଶକ୍ତିପୀଠ ମା’ ବୀରସିଂହିରେ ଶାରଦୀୟ ପୂଜା
ଛତ୍ରପୁର,୧୭ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ବିରସିଂହିଠାରେ ୩ ଦିନ ବ୍ୟାପୀ ଶାରଦୀୟ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି। ପୂଜକ ପଣ୍ଡିତ ଶ୍ରୀ ନରସିଂହ ଦାଶ ଶର୍ମାଙ୍କ ଦ୍ୱାରା…

