ପ୍ରାଇଭେଟ ପ୍ରାକ୍ଟିସ ନେଟ, ଇନଡୋର ପୁଲ, ଜିମ,ସ୍ମୃତି ମନ୍ଧାନାଙ୍କ ଆଲିଶାନ ଘର ଦେଖିଲେ ଲାଗିବ…
ନୂଆଦିଲ୍ଲୀ,୧୮।୧୦: କ୍ରିକେଟ ଦୁନିଆରେ ସ୍ମୃତି ମନ୍ଧାନାଙ୍କ ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି; ସେ ଏବେ ଅଧିନାୟିକା ଭାବରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ୱରେ, ଭାରତୀୟ ଦଳ ଜିମ୍ବାୱେ ବିପକ୍ଷ ନିଜର ପ୍ରଥମ ମ୍ୟାଚରେ ୪ ୱିକେଟରେ…

