ପ୍ରେମ ପାଇଁ କାଙ୍ଗାଳ ହେଲେ କୋଟିପତିଙ୍କ ପୁଅ, ହରାଇଲେ ୭୦ କୋଟି ଟଙ୍କାର ସମ୍ପତ୍ତି
ଜୟପୁର,୧୯ା୫: ରାଜସ୍ଥାନର ଏଆର୍ଏଲ ଗ୍ରୁପ ଏବଂ ଅକ୍ଷତ ବିଲଡର୍ସଙ୍କ ବିରୋଧରେ ଆୟକର ବିଭାଗ ଦ୍ୱାରା କରାଯାଇଥିବା ଚଢ଼ାଉରେ ପ୍ରିୟଜନଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଅକ୍ଷତ ବିଲଡର୍ସ ଗ୍ରୁପ୍ର ଅକ୍ଷତ ଜୈନଙ୍କ ସମ୍ପତ୍ତି ତାଙ୍କ ନିଜ ଲୋକଙ୍କ…

