loot gunpoint

ବନ୍ଧୁକ ମୁନରେ ଲୁଟିନେଲେ ୨୭ ଲକ୍ଷ ଟଙ୍କା, କର୍ମଚାରୀ ଆହତ

ମୟୂରଭଞ୍ଜ ,୨୦ା୨: ଶୁକ୍ରବାର ଓଡ଼ିଶାର ମୟୂରଭଞ୍ଜ ଜିଲାରେ ଥିବା SBIର ବହଲଦା ଶାଖାରୁ ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।…

10 months ago