ନୂଆଦିଲ୍ଲୀ,୧୧ା୩: ହେବାକୁ ଥିବା ଲୋକସଭା ନିର୍ବାଚନରେ ଛାଡପତ୍ର ଦେଇଥିବା ଦମ୍ପତି ମୁହାଁମୁହିଁ ହେବେ। ରବିବାର ତୃଣମୂଳ କଂଗ୍ରେସ(ଟିଏମସି) ପ୍ରାର୍ଥୀ ଘୋଷଣା ପରେ ଏହି ସମୀକରଣ ସୃଷ୍ଟି ହୋଇଛି।…