ନିଜଠାରୁ ୧୦ ବର୍ଷର ସାନ ବାନ୍ଧବୀ ଲୀନାଙ୍କୁ ବିବାହ କରିବେ ରଣଦୀପ ହୁଡା! ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡା ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ସମୟର ବାନ୍ଧବୀ ଲିନ୍ ଲୈଶ୍ରାମଙ୍କ ସହ ଖୁବଶୀଘ୍ର ବିବାହ କରିବେ ବୋଲି ଆଲୋଚନା ଜୋର ଧରିଛି। ମିଡିଆ ରିପୋର୍ଟ ଅନୁଯାୟୀ ଚଳିତ ମାସ ଶେଷରେ ରଣଦୀପ ବିବାହ...