କୋରାପୁଟ,୫ା୧୦(ଅମିତାଭ ବେହେରା): ଦୁଇଦିନ ତଳେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ରବିବାର ସକାଳେ କୋଲାବ ଜଳଭଣ୍ଡାରରୁ ଉଦ୍ଧାର ହୋଇଛି। ମୃତକ ଜଣକ ସୁନାବେଡ଼ା ଥାନା ପୁରୁଣା ଡୁମୁରିପୁଟ…