ନିୟନ୍ତ୍ରଣ ବାହାରକୁ ଚାଲିଗଲା କାଶୀ ନରେଶଙ୍କ ହାତୀ: ଶୁଣ୍ଢରେ ମାହୁନ୍ତକୁ ଉଠାଇ ତଳେ କଚାଡ଼ି ଦେଲା, ଦେଖନ୍ତୁ ଭୟଙ୍କର ଭିଡ଼ିଓ
ବାରଣାସୀ,୧୮।୧୦: ବାରଣାସୀର ପ୍ରସିଦ୍ଧ ରାମଲୀଳାରେ ଅଂଶଗ୍ରହଣ କରୁଥିବା ଏକ ହାତୀ ହଠାତ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଏହା ଉନ୍ମତ୍ତ ହୋଇ ଦୌଡ଼ିବାକୁ ଲାଗିଲା ଏବଂ ନିଜ ଶୁଣ୍ଢ ସାହାଯ୍ୟରେ ପାଖରେ ଥିବା ଜିନିଷପତ୍ର ଉଠାଇ ଫିଙ୍ଗିବାକୁ ଲାଗିଲା। ଏହା ବିଦ୍ୟୁତ ଖୁଣ୍ଟ…

