ମୁମ୍ବାଇ,୨୪।୧: ମୁମ୍ବାଇ ଓଶିୱାରା ଗୁଳିକାଣ୍ଡ ମାମଲାରେ ପୋଲିସ ଅଭିନେତା ଏବଂ ନିର୍ଦ୍ଦେଶକ କମାଲ ଆର ଖାନଙ୍କୁ ଗିରଫ କରିଛି। ମୁମ୍ବାଇ ପୋଲିସ ଦଳ କେଆରକେଙ୍କୁ ପଚରାଉଚରା କରିଥିଲା…