ଓ୍ବାଶିଂଟନ,୩୧ା୮: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ଫେରାଇ ଆଣିବାରେ ନାସା ଆଉ କୌଣସି ଭୁଲ୍ କରିବାକୁ ଚାହୁଁନାହିଁ। କାରଣ ଏପରି ଘଟଣାରେ ଅନେକ ମହାକାଶଚାରୀ ଦୁର୍ଘଟଣାରେ…