ଶେଷ ବିଦାୟ ନେଲେ କାହ୍ନୁଚରଣ, ଶୋକରେ ପାଟଣା
ପାଟଣା,୨୩ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କ ବିୟୋଗରେ ସମଗ୍ର ଜିଲା ତଥା ପାଟଣା ଅଞ୍ଚଳ ଶୋକାକୁଳ ହୋଇପଡ଼ିଛି। ଗୁରୁବାର ରାତିରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୯ ବର୍ଷ ବୟସରେ ତାଙ୍କର ପରଲୋକ…

