ଭୋପାଳ,୧୭।୧୧: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ମତଦାନ ଚାଲିଛି। ଏହି ସମୟରେ କ୍ୟାବିନେଟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଭୋଟ ଦେବା ପାଇଁ ଗ୍ବାଲିଅରରେ ପହଞ୍ଚିଥିଲେ।…