ଜ୍ୟୋତି ମାଲହୋତ୍ରାଙ୍କ ଆଉ ଭିଡିଓକୁ ନେଇ ପଡ଼ିଲା ଚହଳ: ସତର୍କ ହୋଇ ସରକାର ନେଲେ ବଡ଼ ପଦକ୍ଷେପ ଜୟପୁର,୨୧।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ସହ ଜଡିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏବେ ରାଜସ୍ଥାନ ସରକାର ଜ୍ୟୋତି ମାଲହୋତ୍ରାଙ୍କ ରାଜସ୍ଥାନ ଆସିବା ଏବଂ ସୀମା ସଂଲଗ୍ନ ଗାଁଗୁଡ଼ିକୁ...