ଶ୍ରୀନଗର,୨ା୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଆତଙ୍କବାଦୀମାନେ ପୁଣି ଥରେ ସେମାନଙ୍କର ଘୃଣ୍ୟ ଉଦ୍ଦେଶ୍ୟ ପୋଷଣ କରୁଛନ୍ତି। ଏହି ସମୟରେ, ଉପତ୍ୟକାର ଜାତୀୟ ରାଜପଥକୁ ଟାର୍ଗେଟ…