jajpur

‘ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଧର୍ମଶାଳା,୨୦-୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ରୋଟାରି କ୍ଲବ ପକ୍ଷରୁ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ବୁଧବାର ରାଷ୍ଟ୍ର ନିର୍ମାଣ ସମ୍ବର୍ଦ୍ଧନା ସାମାରୋହ ପାଳିତ ହୋଇଯାଇଛି। କ୍ଲବର ସଭାପତି ଅଜାମ୍ବର…

6 years ago

୬୫ତମ ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଧର୍ମଶାଳା/ଜେନାପୁର,୨୦-୯(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ଜେନାପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୬୫ତମ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି।…

6 years ago

ଚିନ୍ତାରେ ମାଟି କାରିଗର,ପରିଶ୍ରମ ଅନୁସାରେ ମିଳୁନି ପାରିଶ୍ରମିକ

ଯାଜପୁର ଅଫିସ,୧୭-୯- ଗଣେଶ ପୂଜା ପରେ ଶିଳ୍ପ ସମୃଦ୍ଧ, ସାଂସ୍କୃତିକ ତଥା ଐତିହ୍ୟ ସମ୍ପନ୍ନ ଯାଜପୁର ଜିଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ପାର୍ବଣ ଋତୁ ଆରମ୍ଭ…

6 years ago

ଜିଲାରେ ଅସୁରକ୍ଷିତ ନାବାଳିକା,୩ବର୍ଷରେ ବଳାତ୍କାରର ଶିକାର ହୋଇଛନ୍ତି ୩୬୮

ଯାଜପୁର ଟାଉନ,୧୭।୯(ଡିଏନଏ)- ଯାଜପୁର ଜିଲାରେ ନାବାଳିକାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ନାବାଳିକାଙ୍କ ପାଇଁ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଯେତେ ଆଇନ୍‌ ଓ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ…

6 years ago

ଫନୀକୁ ବିତିଲା ସାଢେ ୫ ମାସ: ପ୍ରଭାବିତ କାରିଗରଙ୍କୁ ମିଳିଲାନି କ୍ଷତିପୂରଣ, ଆନ୍ଦୋଳନ ପାଇଁ ସଜବାଜ ଶିଳ୍ପୀ ମହାସଂଘ

ଯାଜପୁର ଅଫିସ,୧୭|୯- କୁଟୀର ଶିଳ୍ପ ତଥା ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଯାଜପୁର ଜିଲାର କାରିଗରମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଜିଲାର ଏହି…

6 years ago

ବୈତରଣୀ ନଦୀରେ ବନ୍ୟା ଜଳ:କାଣୀନଦୀର କଣ୍ଟପଡ଼ାଠାରେ ୪୦ଫୁଟ ଘାଇ

ଦଶରଥପୁର, ୧୧-୯(ଡିଏନ୍‌ଏ)- ଲଘୁଚାପ ବର୍ଷାରେ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଏହାର ଶାଖା କାଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ଯାହଫାଳରେ ଦଶରଥପୁରବ୍ଲକସ୍ଥିତ ଦୁଦୁରାଅନ୍ତା ପଞ୍ଚାୟତ…

6 years ago

ବାର୍ଦ୍ଧକ୍ୟ ଭତ୍ତାରୁ ରୋଗିଣା ବୃଦ୍ଧା ବାଦ୍‌:ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ସପରିବାରର ଧାରଣା

ଯାଜପୁର ଟାଉନ,୧୧|୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଅନ୍ତର୍ଗତ ଇଜାପୁର ପଞ୍ଚାୟତ ଇଜାପୁର ଗ୍ରାମର ଜନୈକା ୬୪ ବର୍ଷିୟା ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚତ୍ତ ହୋଇଛନ୍ତି। ସେ ଅତ୍ୟନ୍ତ ଗରିବ…

6 years ago

ଅଶୋକ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ୨୬୦ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଅଶୋକ ଦାସ ଫାଉଣ୍ଡେଶନ୍‌ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କ୍ରମରେ ଯାଜପୁର ନିର୍ବାଚନମଣ୍ଡଳୀର ସୁଜନପୁର, ସିମିଳିଆ, ଜାଫରପୁର, ବେରୁଦା ଆଦି ୪ଟି…

6 years ago

ଦୌଡ଼ରାଣୀ ଦୂତୀଙ୍କ ଖୁଦୁରୁକୁଣୀ ଓଷା:ଯୋଗଦେଲେ ଜିଲାପାଳ, ଏସ୍‌ପି, ବିଧାୟିକା, ସିନେତାରକା

ରସୁଲପୁର,୧୧।୯(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଚକଗୋପାଳପୁର ଗ୍ରାମ ମଙ୍ଗଳବାର ସନ୍ଧ୍ୟାରେ ଲୋକାରଣ୍ୟ ହୋଇ ଉଠିଥିଲା। ଅନ୍ତର୍ଜାତୀୟ ଧାବିକା ଦୌଡ଼ରାଣୀ ଦୂତୀ ଚାନ୍ଦ ଗାଁକୁ…

6 years ago

ସାର୍ବଜନୀନ ପୂଜା କମିଟିର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଡୁବୁରୀ,୧୧-୯(ଡି.ଏନ୍‌.ଏ.)- ଡୁବୁରୀ ଅଞ୍ଚଳର ଅଗ୍ରଣୀ ପୂଜା ଅନୁଷ୍ଠାନ ସାବର୍ର୍ଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏ ନେଇ…

6 years ago

ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟ ଦୁର୍ନୀତିର ସ୍ବତନ୍ତ୍ର ଅଡିଟ୍‌

ଯାଜପୁର ରୋଡ,୧୧-୯(ନି.ପ୍ର.)- ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟର ଯୁଜିସି ଅନୁଦାନ(ବିଶ୍ୱବିଦ୍ୟାଳୟ ଆୟୋଗ ପାଣ୍ଠି) ଠିକ୍‌ ବିନିଯୋଗ ନ କରାଯାଇ ବ୍ୟାପକ ଦୁର୍ନୀତି ଓ ନିଯୁକ୍ତ କ୍ଷେତ୍ରରେ ଅନିମିୟତା ଘଟଣାର…

6 years ago

ଜନନୀ ଏକ୍ସପ୍ରେସ ଦୃର୍ଘଟଣାଗ୍ରସ୍ଥ, ପ୍ରସୂତିଙ୍କ ସହ ୨ ଗୁରୁତର

ଚଣ୍ଡିଖୋଲ,୧୧-୯(ଡି.ଏନ୍‌.ଏ.)- ବାଲେଶ୍ୱରରୁ ଜଣେ ପ୍ରସୂତିଙ୍କୁ ଧରି ଏକ ଜନନୀ ଏକ୍ସପ୍ରେସ ଗାଡ଼ି କଟକ ବଡ଼ ମେଡ଼ିକାଲ ଯାଉଥିବା ସମୟରେ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ…

6 years ago