ଥୁଆମୂଳ ରାମପୁର,୨୬ା୨(ଦୁର୍ଗା କୀର୍ତ୍ତି): ପବିତ୍ର ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଉଠିଛି ଗାଁଠୁ ସହର। ହରହର ମହାଦେବ, ଓମ ନମଃ ଶିବାୟ , ଜୟ ଶିବ ଶମ୍ଭୁ ଧ୍ୱନିରେ…