ଶର୍ମ-ଅଲ-ଶେଖ,୧୪।୧୦: ସୋମବାର ଇଜିପ୍ଟର ଶର୍ମ-ଅଲ-ଶେଖ ରିସର୍ଟରେ ଗାଜା ଯୁଦ୍ଧର ଅନ୍ତ ପାଇଁ ଏକ ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନ,…