ଓ୍ବାଶିଂଟନ,୨୨।୫: ଆମେରିକାର ୱାଶିଂଟନରେ ଥିବା ୟିହୁଦୀ ସଂଗ୍ରହାଳୟ ନିକଟରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଛି। ଏହି ଘଟଣାରେ ଇସ୍ରାଏଲୀ ଦୂତାବାସର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।…