Israel

ନେତାନ୍ୟାହୁ ବାଥରୁମରେ ଲୁଚାଇଥିଲେ ରେକର୍ଡ଼ିଂ ଡିଭାଇସ୍: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୪ା୧୦: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦାବି କରିଛନ୍ତି ଯେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବ୍ୟବହାର କରିବା ପରେ ତାଙ୍କ ବ୍ୟକ୍ତିଗତ ବାଥରୁମରେ ଏକ…

1 year ago

୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୪।୧୦: ଶୁକ୍ରବାର ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ…

1 year ago

ସଙ୍କଟ ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ? ଜାଣନ୍ତୁ

ନୂଆଦିଲ୍ଲୀ,୨।୧୦: ମଙ୍ଗଳବାର ଇସ୍ରାଏଲ ଉପରେ ଇରାନ ପ୍ରାୟ ୨୦୦ ଵାଲାଷ୍ଟିକ ମିସାଇଲ ମାଡ଼ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

1 year ago

ମିଳିତ ଜାତିସଂଘ ମହାସଚିବଙ୍କ ଉପରେ ବ୍ୟାନ୍ ଲଗାଇଲା ଇସ୍ରାଏଲ; କହିଲା-‘ଆତଙ୍କବାଦୀଙ୍କୁ ଦେଉଛନ୍ତି ସମର୍ଥନ’

ନୂଆଦିଲ୍ଲୀ,୨।୧୦: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ଆରମ୍ଭ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଏହାର ପ୍ରଭାବ…

1 year ago

ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ

ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ ତାଲିକା…

1 year ago

ଇସ୍ରାଏଲକୁ ଟାର୍ଗେଟ କରୁଥିବା ଇରାନର କ୍ଷେପଣାସ୍ତ୍ରକୁ ମାରି ଖସାଇବା ପାଇଁ ନିର୍ଦ୍ଦେଶ ଦେଲେ ବାଇଡେନ

ନୂଆଦିଲ୍ଲୀ,୧ା୧୦: ଇସ୍ରାଏଲ ଉପରେ ଇରାନର ଘନ ଘନ ମିସାଇଲ ଆକ୍ରମଣ ପରେ ପ୍ରତିକ୍ରିୟାଶୀଳ ହୋଇଛି ଆମେରିକା। ହ୍ୱାଇଟ ହାଉସର ଅପଡେଟ୍ ଅନୁଯାୟୀ ରାଷ୍ଟ୍ରପତି ବାଇଡେନ ଆମେରିକାର ସୈନ୍ୟବାହିନୀକୁ…

1 year ago

ଇସ୍ରାଏଲ ଉପରେ ୪୦୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ

ନୂଆଦିଲ୍ଲୀ,୧ା୧୦: ମଧ୍ୟପ୍ରାଚ୍ୟର ବଢୁଥିବା ଉତ୍ତେଜନା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାରା ଦେଶରେ ସାଇରନ୍ ବାଜୁଥିବା…

1 year ago

ଇସ୍ରାଏଲର ଜାଫାରେ ଆଖିବୁଜା ଗୁଳିମାଡ଼: ଅନେକ ଆହତ

ନୂଆଦିଲ୍ଲୀ,୧ା୧୦: ଇସ୍ରାଏଲର ରାଜଧାନୀ ତେଲ ଆଭିବ ନିକଟ ଜାଫାରେ ଆଖିବୁଜା ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ୭ ଜଣ ଆହତ ହୋଇଥିବା କୁହାଯାଉଛି।…

1 year ago

ଇସ୍ରାଏଲ ଉପରେ ବାଲାଷ୍ଟିକ ମିସାଇଲ ଆକ୍ରମଣ କରିପାରେ ଇରାନ: ସତର୍କ କରାଇଲା ଆମେରିକା

ନୂଆଦିଲ୍ଲୀ,୧ା୧୦: ଲେବାନନରେ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନ ବାଲିଷ୍ଟିକ୍ ମିସାଇଲ ଆକ୍ରମଣ କରିବାକୁ ପ୍ରସ୍ତୁତ କରୁଛି। ଆମେରିକାର ଗୋଇନ୍ଦା ରିପୋର୍ଟ ଅନୁଯାୟୀ ଇରାନ ଯେକୌଣସି ସମୟରେ ମିସାଇଲ…

1 year ago

ମିଳିଲା ହିଜବୁଲ୍ଲାହ ମୁଖ୍ୟ ନସରଲ୍ଲାଙ୍କ ମୃତଦେହ! ଶରୀରରେ ନାହିଁ କୌଣସି ଆଘାତ ଚିହ୍ନ, ତେବେ କେମିତି ହେଲା ମୃତ୍ୟୁ ?

ନୂଆଦିଲ୍ଲୀ,୨୯।୯: ଗତ ଶୁକ୍ରବାର (ସେପ୍ଟେମ୍ବର ୨୭) ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ହିଜବୁଲ୍ଲାହ ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁରକ୍ଷା ଏବଂ…

1 year ago

ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ଅଧିକ ଶକ୍ତିଶାଳୀ ହେବ ହିଜବୁଲ୍ଲା, ନିଆଯିବ ନାସରାଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ

ନୂଆଦିଲ୍ଲୀ,୨୯।୯: ଇସ୍ରାଏଲର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ଇରାନ ରକ୍ତ ଚାଉଳ ଚୋବାଉଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକି ଏକ ବିବୃତ୍ତିରେ…

1 year ago

ଶତ୍ରୁଙ୍କୁ ହଟାଇବା ପାଇଁ ଇସ୍ରାଏଲକୁ କାହିଁକି ପଡ଼ିବ ମହଙ୍ଗା, ଜାଣନ୍ତୁ …

ଜେରୁଜେଲମ୍‌,୨୯ା୯: ଇସ୍ରାଏଲ ଏବଂ ହେଜ୍‌ବୋଲ୍ଲା ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଯାହା ବର୍ତ୍ତମାନ ଇସ୍ରାଏଲର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ଆମେରିକୀୟ ରେଟିଂ ଏଜେନ୍ସି ମୁଡି ଚଳିତ…

1 year ago