ଜଗନ୍ନାଥଙ୍କୁ ବି ଛାଡ଼ିଲେନି, ହିନ୍ଦୁ ମନ୍ଦିର ଭାଙ୍ଗାରୁଜା ସହ ଜାଳିଦେଲେ ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ହିଂସା ଏବଂ ଅରାଜକତା ମଧ୍ୟରେ ଆନ୍ଦୋଳନକାରୀ ବିଂଲାଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି । ଖୋଜି ଖୋଜି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଆରମ୍ଭ...