ବିବାହକୁ ପୂରିଲା ୧୪ ବର୍ଷ, ଏବେ କାର୍ଡ ବାଣ୍ଟୁଛନ୍ତି ଦୁଇ ସନ୍ତାନର ମା-ବାପା, ଏମିତି କାହାଣୀ ଶୁଣି ନ ଥିବେ… ଡେରାଡୁନ,୧୪ା୫: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ୧୪ ବର୍ଷ ପୂର୍ବେ ଏକ ଦମ୍ପତି ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ଏବେ ଏହି ଦମ୍ପତି ନିଜର ବିବାହ କାର୍ଡ ବାଣ୍ଟୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହା...