ସରିଲା ନିର୍ବାଚନ ବଢ଼ିଲା ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍ ଭୁବନେଶ୍ୱର,୧୦ା୬: ନିର୍ବାଚନ ସାରିବା ପରେ ରାଜ୍ୟରେ ବୃଦ୍ଧି ପାଇଛି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍। ଚାଉଳ, ଡାଲି, ଖାଇବା ତେଲ, ଗହମ, ମଇଦା, ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ନିମ୍ନ ମଧ୍ୟବିତ୍ତ ପରିବାର ଏବଂ ଆର୍ଥିକ ଦୃଷ୍ଟିରୁ...