ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…
ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଇତିମଧ୍ୟରେ ଇଣ୍ଡିଗୋ ପାଇଲଟ୍, କ୍ୟାବିନ୍ କ୍ରୁ ଏବଂ ଗ୍ରାଉଣ୍ଡ ଷ୍ଟାଫ୍ଙ୍କ...
ଅନେକ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ, ଯାତ୍ରୀଙ୍କୁ କ୍ଷମା ମାଗି…
ନୂଆଦିଲ୍ଲୀ,୩ା୧୨: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗତ ଦୁଇ ଦିନ ଧରି ଏକ ଗମ୍ଭୀର ପରିଚାଳନାଗତ ସଙ୍କଟର ସମ୍ମୁଖୀନ ହେଉଛି। କମ୍ପାନୀ ଅନେକ ଉଡ଼ାଣ ବିଳମ୍ବ ଏବଂ ବାତିଲକରଣ ଯୋଗୁ ହୋଇଥିବା ଅସୁବିଧାକୁ ସ୍ବୀକାର କରିଛି, ଯାହା ଯାତ୍ରୀମାନଙ୍କୁ...
ଏୟାର ଇଣ୍ଡିଆ ବିମାନରେ ମାଡ଼ ହେଲା ପକ୍ଷୀ: ୧୫୮ ଜଣ ଥିଲେ ଯାତ୍ରୀ
ନୂଆଦିଲ୍ଲୀ,୭।୧୦: ଏୟାର ଇଣ୍ଡିଆର ଏକ ବିମାନ ଏକ ସାଂଘାତିକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲା। ମଙ୍ଗଳବାର କଲମ୍ବୋ-ଚେନ୍ନାଇ ବିମାନରେ ଏକ ପକ୍ଷୀ ଧକ୍କା ଦେବା ଫଳରେ ବିମାନକୁ ଜରୁରୀକାଳିନ ଅବତରଣ କରିବାକୁ ପଡିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି, ବିମାନଟି ୧୫୮...
ଲ୍ୟାଣ୍ଡିଂ କରିପାରିଲାନି ବିମାନ, ଆକାଶରେ ଫସିରହିଲା ୧୭୩ ଯାତ୍ରୀଙ୍କ ଜୀବନ, ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…
ପାଟନା,୧୬ା୭: ଦିଲ୍ଲୀରୁ ପାଟନା ଆସୁଥିବା ବିମାନ 6E 2482 ପାଟନା ବିମାନବନ୍ଦର ରନୱେରେ ସଠିକ୍ ଟଚ୍ ପଏଣ୍ଟ ପାଇ ନ ପାରି ଚାରିଥର ଆକାଶରେ ଚକ୍କର କାଟିବାକୁ ପଡ଼ିଲା। ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବିମାନଟି ସୁରକ୍ଷିତ ଭାବରେ ଅବତରଣ...
ଶିଳ୍ପନଗରୀରୁ ମାୟାନଗରୀକୁ ଉଡ଼ିଲା ବିମାନ, ପ୍ରଥମ ଦିନରେ ଯାତ୍ରା କଲେ…
ଝାରସୁଗୁଡ଼ା,୧ା୩(ଆଶିଷ ରଞ୍ଜନ ଦାଶ): ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇକୁ ବିମାନସେବାର ଶୁଭାରମ୍ଭ ହୋଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହାର ଉଦ୍ଘାଟନ କରିଛନ୍ତି। ଶନିବାର ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ଏୟାର ବସ୍ ବାହାରି ଅପରାହ୍ନ ୧ଟାରେ...
Archives


