Video: କ୍ୟାମେରାରେ କଏଦ ହେଲା ଟ୍ରମ୍ପଙ୍କ ରାଗ! ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ କଥା ପଚାରିବାରୁ ରାଗିଲେ ରାଷ୍ଟ୍ରପତି, କହିଲେ Out ଓ୍ବାଶିଂଟନ,୨୦।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ଭାରତୀୟ ଜାହାଜ ଉପରେ ଆକ୍ରମଣ କରିବା ଦ୍ୱାରା ଏକ ବଡ଼ ଘଟଣା ଘଟିଲା। ଭାରତ ଏହି ଘଟଣା…