ଭାରତୀୟ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କ୍ୟାପଟେନ ସାଇ ହୋପଙ୍କ ହୃଦୟସ୍ପର୍ଶୀ ବାର୍ତ୍ତା; ଭାରତରୁ ବିଦାୟ ନେବା ସମୟରେ କହିଲେ…
ନୂଆଦିଲ୍ଲୀ,୧୮।୧୦: ଭାରତରେ ସିରିଜ ଜିତିବାର ସ୍ବପ୍ନ ପୂରଣ ହୋଇପାରି ନଥିଲେ ମଧ୍ୟ, ୱେଷ୍ଟ ଇଣ୍ଡିଜ ଅଧିନାୟକ ସାଇ ହୋପ ଏଠାରେ ପାଇଥିବା ଭଲପାଇବାକୁ ଭୁଲିବାକୁ ଚାହାଁନ୍ତି ନାହିଁ। ଗସ୍ତ ଶେଷ ହେବା ପରେ, ହୋପ ଭାରତୀୟ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର…

