ନିଜର ଘରୋଇ ସମସ୍ୟାକୁ ଭାରତ ଉପରେ ଲଦୁଛି ଚାଇନା, ଜାଣନ୍ତୁ କିପରି ନୂଆଦିଲ୍ଲୀ,୧ା୮: ଚାଇନା ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଚାଇନା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଜିନିଷର ଅତ୍ୟଧିକ ଉତ୍ପାଦନ କରୁଛି। ତେବେ ଚାହିଦା ହ୍ରାସ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସଙ୍କଟ ଯୋଗୁଁ ଏହା...