ମୁମ୍ବାଇ: ଚଳିତ ବର୍ଷ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ରାଜସ୍ଥାନର ୨୨ ବର୍ଷୀୟା ମନିକା ବିଶ୍ୱକର୍ମା ଭାରତର ପ୍ରତିନିଧିତ୍ୱ କରିବେ।…