ଭାରତ-ପାକିସ୍ତାନ ସୈନ୍ୟ ମଧ୍ୟରେ ଆଲୋଚନା: ପାକିସ୍ତାନକୁ ଚେତାବନୀ ଦେଲା ଭାରତ ନୂଆଦିଲ୍ଲୀ, ୩୦।୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ, ଗତକାଲି (ମଙ୍ଗଳବାର) ଭାରତ ଓ ପାକିସ୍ତାନର ସୈନ୍ୟ ଅପରେସନ୍ ମହାନିର୍ଦ୍ଦେଶକମାନେ ହଟ୍ଲାଇନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପାକିସ୍ତାନ...