ନୂଆଦିଲ୍ଲୀ,୧୩।୫: ଭାରତ ସରକାର ଜଣେ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କରି ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଗୁପ୍ତଚର କାର୍ଯ୍ୟକଳାପ ସହ…