ନୂଆଦିଲ୍ଲୀ,୧୯।୧୦: ଦେଶସାରା ଛୋଟି ଦୀପାବଳି ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଶଂସକମାନେ ଆଶା କରିଥିଲେ ଯେ ଟିମ ଇଣ୍ଡିଆ ପ୍ରଥମ ODIରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବ, ଦେଶକୁ ବିଜୟର…